Our Current Issue
August, 2026
JUGASHREE JUGANARI
ବିଶିଷ୍ଟ ଶିକ୍ଷାବିତ୍ ଓ ସୁସାହିତ୍ୟିକା ପ୍ରଫେସର ଡ଼. ସୋମା ଚାନ୍ଦ।
ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ଓଡ଼ିଆ ସାହିତ୍ୟ ପତ୍ରିକାର ଅଗଷ୍ଟ ୨୦୨୬ ସଂଖ୍ୟାର ପ୍ରଚ୍ଛଦପଟ୍ଟରେ ଅଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଓ ସୁସାହିତ୍ୟିକା ପ୍ରଫେସର ଡ଼. ସୋମା ଚାନ୍ଦ।
ଯୁଗଶ୍ରୀ ଯୁଗନାରୀ ପରିବାର ପକ୍ଷରୁ ତାଙ୍କୁ ଅନେକ ଅଭିନନ୍ଦନ
ମମତା ମହାପାତ୍ର, (ସମ୍ପାଦିକା) 🙏
![ଯୁଗଶ୍ରୀ ଯୁଗନାରୀ – ଓଡିଶାର ସବୁଠାରୁ ପ୍ରସଂଶନୀୟ ମାସିକ ପାରିବାରିକ ମହିଳା ପତ୍ରିକା [Odia Monthly Women Magazine]](https://jugashreejuganari.com/wp-content/uploads/2022/03/cropped-LOGO-Jugashree-Juganari-ISSN-213x164.png)