Our Current Issue
July 2025
JUGASHREE JUGANARI
କଣ୍ଠଶିଳ୍ପୀ ଶ୍ରୀମତୀ ରେଣୁକା ମିଶ୍ର
ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ଓଡ଼ିଆ ସାହିତ୍ୟ ପତ୍ରିକାର ଜୁଲାଇ ୨୦୨୫ ସଂଖ୍ୟାର ପ୍ରଚ୍ଛଦପଟ୍ଟରେ ଅଛନ୍ତି ସୁସାହିତ୍ୟିକା ଓ ଶିକ୍ଷାବିତ ଶ୍ରୀମତୀ ରେଣୁକା ମିଶ୍ର ।
ଯୁଗଶ୍ରୀ ଯୁଗନାରୀ ପରିବାର ପକ୍ଷରୁ ତାଙ୍କୁ ଅନେକ ଅଭିନନ୍ଦନ
ମମତା ମହାପାତ୍ର, (ସମ୍ପାଦିକା) 🙏