Our Current Issue
March, 2026
JUGASHREE JUGANARI
ଶିକ୍ଷାବିତ୍ ପ୍ରଫେସର୍ ନନ୍ଦିତା ସ୍ୱାଇଁ
ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ଓଡ଼ିଆ ସାହିତ୍ୟ ପତ୍ରିକାର ମହିଳା ବିଶେଷାଙ୍କ ମାର୍ଚ୍ଚ ୨୦୨୬ ସଂଖ୍ୟାର ପ୍ରଚ୍ଛଦପଟ୍ଟରେ ଅଛନ୍ତି ଶିକ୍ଷାବିତ୍ ପ୍ରଫେସର୍ ନନ୍ଦିତା ସ୍ୱାଇଁ ।
ଯୁଗଶ୍ରୀ ଯୁଗନାରୀ ପରିବାର ପକ୍ଷରୁ ତାଙ୍କୁ ଅନେକ ଅଭିନନ୍ଦନ
ମମତା ମହାପାତ୍ର, (ସମ୍ପାଦିକା) 🙏
![ଯୁଗଶ୍ରୀ ଯୁଗନାରୀ – ଓଡିଶାର ସବୁଠାରୁ ପ୍ରସଂଶନୀୟ ମାସିକ ପାରିବାରିକ ମହିଳା ପତ୍ରିକା [Odia Monthly Women Magazine]](https://jugashreejuganari.com/wp-content/uploads/2022/03/cropped-LOGO-Jugashree-Juganari-ISSN-213x164.png)

