Monthly Odia MegazineJugashree Juganari Monthly Magazine – September 2022 [ Print Copy ]
₹35.00
Jugashree Juganari Monthly Magazine Price – Rs. 20 + Rs. 15 Shipping Charges.
ଯୁଗଶ୍ରୀ ଯୁଗନାରୀର ସେପ୍ଟେମ୍ବର -୨୦୨୨ ସଂଖ୍ୟାର ପ୍ରଛଦରେ ଅଛନ୍ତି ପଟ୍ଟ ଚିତ୍ରଶିଳ୍ପୀ – ସୌଦାମିନୀ ସ୍ୱାଇଁ। ତାଙ୍କର ସାକ୍ଷାତକାର ନେଇଛନ୍ତି ସୁସାହିତ୍ୟିକା ସ୍ମୃତି ଦାସ। ।
ତାଙ୍କୁ “ଯୁଗଶ୍ରୀ ଯୁଗନାରୀ” ମାସିକ ମହିଳା ଓଡ଼ିଆ ପତ୍ରିକାର ପରିବାର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
– ମମତା ମହାପାତ୍ର, (ସମ୍ପାଦିକା)