Jugashree Juganari Monthly Magazine – May 2023 [ Print Copy ]

35.00

Jugashree Juganari Monthly Magazine Price – Rs. 20 + Rs. 15 Shipping Charges.

ଯୁଗଶ୍ରୀ ଯୁଗନାରୀର ମେ ୨୦୨୩ ସଂଖ୍ୟାର ପ୍ରଚ୍ଛଦ ପୃଷ୍ଠାରେ ଅଛନ୍ତି ସୁଗାୟିକ ପ୍ରାଧ୍ୟାପିକା ଡକ୍ଟର ପଦ୍ମାଳୟା ଗରାବଡୁ ଏଵଂ ଭିତର ପୃଷ୍ଠାରେ ତାଙ୍କର ସାକ୍ଷାତକାର ପ୍ରକାଶିତ ହୋଇଛି । ଯୁଗଶ୍ରୀ ଯୁଗନାରୀ ପରିବାର ତରଫରୁ ତାଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

– ମମତା ମହାପାତ୍ର, (ସମ୍ପାଦିକା)

Scroll to Top